ପରଲୋକରେ ‘କ୍ରାନ୍ତି’ ନାୟକ ମନୋଜ କୁମାର, ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ

Manoj Kumar: ‘ରୋଟି, କପଡ଼ା ଓର ମକାନ୍‘ ଏବଂ ‘କ୍ରାନ୍ତି‘ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଅଭିନେତା ମନୋଜ କୁମାରଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଶନିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କର ଶୁକ୍ରବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ପୁଅ କୁନାଲ ଗୋସ୍ୱାମୀ କହିଛନ୍ତି ଯେ ଦୀର୍ଘ ଦିନ ଧରି … Continue reading ପରଲୋକରେ ‘କ୍ରାନ୍ତି’ ନାୟକ ମନୋଜ କୁମାର, ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ