ଓଡ଼ିଶାରେ ବୟ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ: ଜାଣନ୍ତୁ ବିବରଣୀ ଓ କେମିତି କରିବେ ଆବେଦନ

Vaya Vandana health card: ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଓଡ଼ିଶାରେ ‘ବୟ ବନ୍ଦନା’ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଇଛି। ଏଥିରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଛି। ଜନସେବା କେନ୍ଦ୍ର ମାଧ୍ୟମରେ କିମ୍ବା ଅନଲାଇନ ମାଧ୍ୟମରେ ଆବେଦନ କରନ୍ତୁ। ଏପ୍ରିଲ ୧୧ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ … Continue reading ଓଡ଼ିଶାରେ ବୟ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ: ଜାଣନ୍ତୁ ବିବରଣୀ ଓ କେମିତି କରିବେ ଆବେଦନ