Vatsala Asia’s Oldest Asiatic Elephant Dies At 109 ।। ୧୦୯ ବର୍ଷରେ ଆଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ ବତ୍ସଳା

ଆଖିବୁଜିଲା ଏସିଆ ମହାଦେଶର ସବୁଠାରୁ ଶତାୟୁ ହାତୀ ୧୦୯ ବର୍ଷୀୟା ବତ୍ସଳା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଲା ଏସିଆର ସବୁଠାରୁ ଏହି ବୟସ୍କା ହାତୀ । ଶତାୟୁ ବତ୍ସଳାର ଦାଦି ମାଆ ନାମରେ ବେଶ ପରିଚିତ ଥିଲା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା। ତେବେ ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା ବତ୍ସଳା । … Continue reading Vatsala Asia’s Oldest Asiatic Elephant Dies At 109 ।। ୧୦୯ ବର୍ଷରେ ଆଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ ବତ୍ସଳା