ପାଠ ପଢ଼ାରେ ମନ ଲାଗୁନି କି ପିଲାଙ୍କ ମନ? ଜାଣନ୍ତୁ କଣ କରିବେ ପରିବର୍ତ୍ତନ

Vastu Tips: ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ କି ପାଠ ପଢ଼ିବା ପାଇଁ ଭଲପାଆନ୍ତି ନାହିଁ । ଘରେ ଏବଂ ସ୍କୁଲରେ ଅନେକ ଚେଷ୍ଟା ପରେ ମଧ୍ୟ ସେମାନେ ପାଠ ପଢ଼ାରେ ମନ ଦେଇ ପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ପରୀକ୍ଷାରେ କମ ନମ୍ବର ରଖିବା ସହ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତିରେ କେବଳ ପାଠ ପଢ଼ା ନୁହଁ ଆମକୁ ଆମ ପରିବେଶ ଉପରେ ମଧ୍ୟ ଧ୍ୟାନ ଦେବାକୁ … Continue reading ପାଠ ପଢ଼ାରେ ମନ ଲାଗୁନି କି ପିଲାଙ୍କ ମନ? ଜାଣନ୍ତୁ କଣ କରିବେ ପରିବର୍ତ୍ତନ