ଏହି ଦିନ ଚୁଟି କାଟିଲେ ମିଳିଥାଏ ମାନସିକ ଶାନ୍ତି, ଆସିଥାଏ ସମୃଦ୍ଧି

Vastu Sastra: ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷ୍ୟତା ରହିଛି । ଯାହା ଆମ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସେହିପରି ଗୋଟିଏ ବିଷୟ ହେଉଛି ଆମ କେଶ ବା ଚୁଟି କାଟିବା । କେଉଁ ବାରରେ ଆମକୁ କେଶ କାଟିବା ଦରକାର, ଏହାକୁ ନେଇ ଏବେ ବି ଦ୍ଵନ୍ଦ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଶ କାଟିବା ଶୁଭ … Continue reading ଏହି ଦିନ ଚୁଟି କାଟିଲେ ମିଳିଥାଏ ମାନସିକ ଶାନ୍ତି, ଆସିଥାଏ ସମୃଦ୍ଧି