କରନ୍ତୁ ନାହିଁ ଏହି ଭୁଲ, ଆସିଥାଏ ଦରିଦ୍ରତା

Vastu: ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଯେ ସମ୍ପନ୍ନତା ଓ ସୁଖୀ ଜୀବନ ନିଜ କର୍ମ ଏବଂ ଭାଗ୍ୟ ଅନୁସାରେ ମିଳିଥାଏ। ଶାସ୍ତ୍ରରେ ଏହା ବି କୁହାଯାଇଛି କି, ଯଦି କିଛି ଖାସ ଉପାୟ ଆପଣାଯାଏ, ତ ପ୍ରତିକୂଳତା ଅନୁକୂଳତାରେ ବଦଳିଯାଇ ପାରିବ। ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଏମିତି କିଛି କଥା କହିବୁ, ଯାହାକୁ ଭୁଲରେ ବି କେବେ କରିବେ ନାହିଁ। କାରଣ, ଏହାଦ୍ୱାରା ଦାରିଦ୍ର୍ୟ ପାଖ ମାଡ଼ିଥାଏ। ଶାସ୍ତ୍ର ଅନୁଯାୟୀ, ଘରର … Continue reading କରନ୍ତୁ ନାହିଁ ଏହି ଭୁଲ, ଆସିଥାଏ ଦରିଦ୍ରତା