ବରୁଣ ଗାନ୍ଧୀଙ୍କ ‘ସରପ୍ରାଇଜ୍ ଏଣ୍ଟ୍ରି’ || Varun Gandhi’s ‘surprise entry’

ଭାରତୀୟ ରାଜନୀତିର ଇତିହାସରେ ‘ଗାନ୍ଧୀ’ ସରନେମ୍ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଥାଏ। ତେବେ ଗତ କିଛିବର୍ଷ ଧରି ଭାରତୀୟ ଜନତା ପାର୍ଟି (ବିଜେପି) ଶିବିରରେ କୋଣଠେସା ହୋଇ ରହିଥିବା କିମ୍ବା ନିଷ୍କ୍ରିୟ ଥିବା ବରୁଣ ଗାନ୍ଧୀ ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତକାର ଏବଂ ପଶ୍ଚିମବଙ୍ଗ ନିର୍ବାଚନର ଠିକ୍ ପୂର୍ବରୁ ଏହି ହଲଚଲ୍ ସୂଚାଉଛି ଯେ, ବଙ୍ଗ ବିଜୟ ପାଇଁ ବିଜେପି ଏଥର କୌଣସି ବି ସୁଯୋଗ ହାତଛଡ଼ା … Continue reading ବରୁଣ ଗାନ୍ଧୀଙ୍କ ‘ସରପ୍ରାଇଜ୍ ଏଣ୍ଟ୍ରି’ || Varun Gandhi’s ‘surprise entry’