ଭାଲେଣ୍ଟାଇନ୍ସ ଡେ’ରେ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ଅଜବ ଉପହାର: ଭାଲେଣ୍ଟାଇନ୍ସ ଚୁକ୍ତିନାମା
Valentine Agreement: ଆଜି ଭାଲେଣ୍ଟାଇନ୍ସ ଡେ’ । ଆଜିର ଦିନରେ ନିଜ ପାର୍ଟନରଙ୍କ ପ୍ରତି ନିଜର ଭଲପାଇବା ଦେଖାଇବା ପାଇଁ ଅନେକ ନୂଆ ନୂଆ ଉପାୟ ଖୋଜୁଛନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ସ୍ୱତନ୍ତ୍ର ଦିନରେ କେହି କେହି ନିଜ ପାର୍ଟନରଙ୍କୁ ଗୋଲାପ ଓ ଚକୋଲେଟ୍ ଦେଉଥିବା ବେଳେ ଆଉ କେହି ନିଜ ପାର୍ଟନରଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ କିଛି ଅଜବ ଉପାୟ ଆପଣାଉଛନ୍ତି । ଯାହା ଦୁହିଁଙ୍କ ପାଇଁ ଏହି ଦିନକୁ ଆହୁରି ସ୍ପେସିଆଲ ବନେଇ ଦିଏ … Continue reading ଭାଲେଣ୍ଟାଇନ୍ସ ଡେ’ରେ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ଅଜବ ଉପହାର: ଭାଲେଣ୍ଟାଇନ୍ସ ଚୁକ୍ତିନାମା
Copy and paste this URL into your WordPress site to embed
Copy and paste this code into your site to embed