ବୈକୁଣ୍ଠ ଏକାଦଶୀ ପ୍ରକୃତରେ ସ୍ୱର୍ଗଦ୍ୱାର ଖୋଲିଥାଏ କି? ଜାଣନ୍ତୁ ବ୍ରତର ମହତ୍ତ୍ୱ

Vaikuntha Ekadashi 2025: ଏକାଦଶୀର ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ବ୍ରତ ପାଳନ କରି ଭଗବାନ ଶ୍ରୀ ହରିଙ୍କୁ ପୂଜା କରିଥାନ୍ତି । ପୌଷ ମାସ ଶୁକ୍ଳପକ୍ଷର ବୈକୁଣ୍ଠ ଏକାଦଶୀ ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ, ଏହି ଦିନ ବ୍ରତ ରଖିବା ଏବଂ ଶ୍ରୀ ହରିଙ୍କୁ ପୂଜା କରିବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ବୈକୁଣ୍ଠ ଏକାଦଶୀ ସ୍ୱର୍ଗର ଦ୍ୱାର ଖୋଲିଥାଏ । ତେଣୁ ମନସ୍କାମନା … Continue reading ବୈକୁଣ୍ଠ ଏକାଦଶୀ ପ୍ରକୃତରେ ସ୍ୱର୍ଗଦ୍ୱାର ଖୋଲିଥାଏ କି? ଜାଣନ୍ତୁ ବ୍ରତର ମହତ୍ତ୍ୱ