ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ପ୍ରଥମ ରାଜ୍ୟ

ଜାନୁୟାରୀ ପହିଲାରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ବିଜେପି ଶାସିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ଏକ ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଲୋକଙ୍କ ପାଇଁ ସହଜ ହେଲା ପରି ଆପ୍‌ ଜରିଆରେ ସେମାନେ ପଞ୍ଜୀକରଣ, ଆବେଦନ ଏବଂ ଅନ୍ୟାନ୍ୟ ସେବା ହାସଲ କରିପାରିବେ। ମୁଖ୍ୟମନ୍ତ୍ରୀ … Continue reading ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ପ୍ରଥମ ରାଜ୍ୟ