ସତ୍ୟନଗର ମଶାଣିରେ ହେବ ଉତ୍ତମଙ୍କ ଶେଷକୃତ୍ୟ

Uttam mohanty: ଜିଲ୍ଲାପାଳ ଓ ଡିସିପି  ପ୍ରଦାନ କରିବେ ଶ୍ରଦ୍ଧାଞ୍ଜଳି ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଯାଇଛନ୍ତି ଉତ୍ତମ।  ଆଜି ଉତ୍ତମଙ୍କ ମରଶରୀର ଦିଲ୍ଲୀରୁ ଆସୁଥିବାବେଳେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ | ପ୍ରଯୋଜକ ରବୀନ୍ଦ୍ର ନାଥ ପଣ୍ଡା ଏନେଇ ସୂଚନା ଦେଇଛନ୍ତି | ସତ୍ୟନଗର ମଶାଣିରେ ଶେଷକୃତ୍ୟ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି | ଉଲ୍ଲେଖ ଥାଉ କି ଦିନ ୧୧ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । … Continue reading ସତ୍ୟନଗର ମଶାଣିରେ ହେବ ଉତ୍ତମଙ୍କ ଶେଷକୃତ୍ୟ