୨ଟି ସିମ୍ କାର୍ଡ ବ୍ୟବହାର କରୁଥିବା ୟୁଜର୍ସମାନେ ଧ୍ୟାନ ଦିଅନ୍ତୁ, ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ବିଏସଏନଏଲର ଆସିଯାଇଛି ନୂଆ ପ୍ଲାନ

New Plan: ଜିଓ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଗତବର୍ଷ ପ୍ଲାନ ମୂଲ୍ୟ ବୃଦ୍ଧି କରିଥିଲେ । ଏହାର ପ୍ରଭାବ ୟୁଜର୍ସଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା । ସମସ୍ତ କଂପାନିର ଉପଭୋକ୍ତା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ତେବେ ଧୀରେ ଧୀରେ ଏହା ସୁଧୁରିବାରେ ଲାଗିଲା। ଏବେ ଯଦି ଆପଣ ମଧ୍ୟ ନୂଆ ପ୍ଲାନ ଖୋଜୁଛନ୍ତି ତେବେ ଆମେ ଆପଣଙ୍କୁ କିଛି ସୂଚନା ଦେବାକୁ ଯାଉଛୁ । ୨ଟି ସିମ୍ କାର୍ଡ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ … Continue reading ୨ଟି ସିମ୍ କାର୍ଡ ବ୍ୟବହାର କରୁଥିବା ୟୁଜର୍ସମାନେ ଧ୍ୟାନ ଦିଅନ୍ତୁ, ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ବିଏସଏନଏଲର ଆସିଯାଇଛି ନୂଆ ପ୍ଲାନ