Use of DJ music, laser lights, firecrackers restricted in Durga Puja Bhasani ।। ଦୁର୍ଗାପୂଜା ଭସାଣିରେ ଡିଜେ-ଲେଜର ଲାଇଟ, ବାଣ ମନା

ପାଖେଇ ଆସୁଛି ପାର୍ବଣ, ପୂଜା କମିଟି ଯେତିକି ଚଳ ଚଞ୍ଚଳ ହୋଇଛନ୍ତି ପୋଲିସ ପ୍ରଶାସନ ସେତିକି ସତର୍କ ହୋଇଛନ୍ତି। କମିଶନରେଟ୍ ପୋଲିସ ସୋମବାର ଦିନ ଦୁର୍ଗା ପୂଜା ଉତ୍ସବ ସମୟରେ ଭସାଣି ପାଇଁ ଡିଜେ ସଙ୍ଗୀତ, ଲେଜର ଲାଇଟ୍ ଏବଂ ଆତସବାଜି ବ୍ୟବହାର ଉପରେ କଡ଼ା କଟକଣା ଜାରି କରିଛି। ଭସାଣି ବେଳେ ବାଜିବନି ଡିଜେ,କେବଳ ପାରମ୍ପରିକ ବାଜାରେ ହେବ ଭସାଣି। ଦୁର୍ଗା ପୂଜା ପ୍ରସ୍ତୁତି ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେରେ ଏହି ନିଷ୍ପତ୍ତି … Continue reading Use of DJ music, laser lights, firecrackers restricted in Durga Puja Bhasani ।। ଦୁର୍ଗାପୂଜା ଭସାଣିରେ ଡିଜେ-ଲେଜର ଲାଇଟ, ବାଣ ମନା