ନିର୍ବାଚନ ପାଇଁ ବଞ୍ଚିଗଲା ବାଂଲାଦେଶ ।। US reduces tariffs on Bangladesh ahead of elections

ନିର୍ବାଚନ ପୂର୍ବ ସମୟରେ ବାଂଲାଦେଶ ପାଇଁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ସଫଳତା ମିଳିଛି। ସୋମବାର ଦିନ ଆମେରିକା ଓ ବାଂଲାଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ନୂଆ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଆମେରିକା ବାଂଲାଦେଶ ଉପରେ ଲାଗୁଥିବା ପାରସ୍ପରିକ ଶୁଳ୍କକୁ ୨୦ ପ୍ରତିଶତରୁ କମାଇ ୧୯ ପ୍ରତିଶତ କରିଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ରପ୍ତାନି କ୍ଷେତ୍ର ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ଦେଖାଯାଉଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ଆଧିକାରିକ ବିବୃତ୍ତି ଅନୁଯାୟୀ, … Continue reading ନିର୍ବାଚନ ପାଇଁ ବଞ୍ଚିଗଲା ବାଂଲାଦେଶ ।। US reduces tariffs on Bangladesh ahead of elections