ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ: ଏପ୍ରିଲ ୨ରୁ ଭାରତ ଓ ଚୀନ ଉପରେ ଲାଗିବ ଶୁଳ୍କ

Trump tariffs: ପ୍ରାୟ ସବୁ ଦେଶ ଦଶନ୍ଧି ଧରି ଆମେରିକାକୁ ବିଚ୍ଛିନ୍ନ କରି ରଖିଛନ୍ତି ଏବଂ ଆମେରିକା ଆଉ ଏହା ହେବାକୁ ଦେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ଦେଶ ଦ୍ୱାରା ଆଦାୟ କରାଯାଉଥିବା ଉଚ୍ଚ ଶୁଳ୍କକୁ ସମାଲୋଚନା କରିବା ସହ ଆସନ୍ତା ମାସରୁ ପାରସ୍ପରିକ ଶୁଳ୍କ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ଏପ୍ରିଲ ୨ରୁ ଆରମ୍ଭ ହେବାକୁ ଥିବା ପାରସ୍ପରିକ ଶୁଳ୍କ ପାଇଁ ରାଷ୍ଟ୍ରପତି ନିଜର … Continue reading ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ: ଏପ୍ରିଲ ୨ରୁ ଭାରତ ଓ ଚୀନ ଉପରେ ଲାଗିବ ଶୁଳ୍କ