ଇଂଲଣ୍ଡରେ ଆମେରିକାର ପରମାଣୁ ଅସ୍ତ୍ର ମୁତୟନ କ’ଣ ତୃତୀୟ ବିଶ୍ୱଯୁଦ୍ଧର ପ୍ରଥମ ପର୍ଯ୍ୟାୟ?

Us Nuclear Weapons: ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ବ୍ରିଟେନରେ ପରମାଣୁ ବୋମା ମୁତୟନ କରିଛି। ପାଖାପାଖି ଦୁଇଦଶନ୍ଧି ପରେ ଆମେରିକା ଏହି ପରମାଣୁ ବୋମା ମୁତୟନ କରିଛି। ସେପଟେ ନାଟୋ ରାଷ୍ଟ୍ରମାନେ ଆମେରିକା ବାହାରେ ପରମାଣୁ ଛତା ବିକଶିତ କରିବା ପାଇଁ କାମ କରୁଛନ୍ତି। ରୁଷ୍‍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଆମେରିକା ପୁଣିଥରେ ନାଟୋ ସଦସ୍ୟ ଦେଶ ବ୍ରିଟେନରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିଛି। କୁହାଯାଉଛି ଯେ ଆମେରିକୀୟ ପରମାଣୁ … Continue reading ଇଂଲଣ୍ଡରେ ଆମେରିକାର ପରମାଣୁ ଅସ୍ତ୍ର ମୁତୟନ କ’ଣ ତୃତୀୟ ବିଶ୍ୱଯୁଦ୍ଧର ପ୍ରଥମ ପର୍ଯ୍ୟାୟ?