FBI ମୁଖ୍ୟ କାଶ୍ ପଟେଲ ଶପଥ ନେବାବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଯୁବତୀ କିଏ?
Us kash patel: ଭାରତୀୟ-ଆମେରିକୀୟ କାଶ୍ ପଟେଲ ଶୁକ୍ରବାର ଦିନ ଆମେରିକାର ସର୍ବବୃହତ ତଦନ୍ତକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ବିଆଇ)ର ନିର୍ଦ୍ଦେଶକଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ କାଶ ପଟେଲଙ୍କ ପାଖରେ ଜଣେ ମହିଳା ଠିଆ ହେବା ପରେ ସମସ୍ତେ ପଚାରିଥିଲେ ଯେ ସେ କିଏ। ବାସ୍ତବରେ ସେ ହେଉଛନ୍ତି ଏଫ୍ ବିଆଇ ନିର୍ଦ୍ଦେଶକଙ୍କ ଗର୍ଲଫ୍ରେଣ୍ଡ ଆଲେକ୍ସିସ୍ ୱିଲ୍କିନ୍ସ। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ବଂଶୋଦ୍ଭବ ବନ୍ଧୁ କଶ୍ୟପ ପ୍ରମୋଦ ବିନୋଦ (କାଶ୍ … Continue reading FBI ମୁଖ୍ୟ କାଶ୍ ପଟେଲ ଶପଥ ନେବାବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଯୁବତୀ କିଏ?
Copy and paste this URL into your WordPress site to embed
Copy and paste this code into your site to embed