US Invite to Pak Army Chief for military parade।। ଆମେରିକା ଆରମ୍ଭ କଲା ପୁରୁଣା ଖେଳ, ସାମରିକ ପରେଡ୍ ପାଇଁ ପାକ୍ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ

ପାକିସ୍ତାନ ସହ ମିଶି ଭାରତ ସାଙ୍ଗରେ ଖେଳ କରୁଛି ଆମେରିକା। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଜୁନ୍ ୧୪ ତାରିଖରେ ୱାଶିଂଟନରେ ଆମେରିକୀୟ ସାମରିକ ପରେଡ୍‌ରେ ଯୋଗଦେବେ ବୋଲି ନିଶ୍ଚିତ କରିବା ପରେ ଧରପଡ଼ିଛି ଏହି ପୁରୁଣା ଖେଳ। ଏହି ଗସ୍ତ ସମୟରେ, ସେ ବୈଦେଶିକ ବିଭାଗ ଏବଂ ପେଣ୍ଟାଗନର ଅଧିକାରୀମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି। ଆସିମ ମୁନିର ଏହି ସପ୍ତାହରେ ୱାଶିଂଟନ୍ ଡିସିରେ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ସମାରୋହରେ ଯୋଗଦେବା … Continue reading US Invite to Pak Army Chief for military parade।। ଆମେରିକା ଆରମ୍ଭ କଲା ପୁରୁଣା ଖେଳ, ସାମରିକ ପରେଡ୍ ପାଇଁ ପାକ୍ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ