US-India Trade Deal Announcement ।। ମୋଦି ଜଣେ ଭଲ ବନ୍ଧୁ …. ଆମେରିକୀୟ ଚାଲରେ ପଡ଼ିବ ନାହିଁ ଭାରତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଆମେରିକା ଏବଂ ଭାରତ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଉପରେ ଏକ ଭଲ ସହମତିରେ ପହଞ୍ଚିବେ। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ୫୬ତମ ବାର୍ଷିକ ବୈଠକରେ ଉଦବୋଧନ ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏବଂ ଜଣେ ସମ୍ମାନିତ ବିଶ୍ୱ ନେତା ବୋଲି କହିଥିଲେ। ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ … Continue reading US-India Trade Deal Announcement ।। ମୋଦି ଜଣେ ଭଲ ବନ୍ଧୁ …. ଆମେରିକୀୟ ଚାଲରେ ପଡ଼ିବ ନାହିଁ ଭାରତ