US designates Baloch separatists as a terror group ।। ବିଏଲଏକୁ ଆତଙ୍କୀ ସଂଗଠନ ଘୋଷଣା, ପାକିସ୍ତାନକୁ ଟ୍ରମ୍ପଙ୍କ ଆଶୀର୍ବାଦ

ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଏହାଠୁ ଅଧିକ କିଛି ଆଶା କରି ନଥିଲେ। ଜୁନ୍ ମାସରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏକ ବ୍ୟକ୍ତିଗତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପରଠାରୁ, ପାକିସ୍ତାନ ପ୍ରତି ଆମେରିକାର ଦରଦର ବଢିବାରେ ଲାଗିଛି। ସବୁଠାରୁ ସାମ୍ପ୍ରତିକ ଉଦାହରଣ ହେଉଛି ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯିବା। ଯଦିଓ ବିଏଲଏ, ମାଜିଦ ବ୍ରିଗେଡ, ପାକିସ୍ତାନରେ ଅନେକ … Continue reading US designates Baloch separatists as a terror group ।। ବିଏଲଏକୁ ଆତଙ୍କୀ ସଂଗଠନ ଘୋଷଣା, ପାକିସ୍ତାନକୁ ଟ୍ରମ୍ପଙ୍କ ଆଶୀର୍ବାଦ