ଆମେରିକାରର ‘ପେଣ୍ଟାଗନ୍’ରେ ହଟଚମଟ || US Defense Secretary suddenly fired Navy Secretary John Phelan from his post.

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ, ହଠାତ୍ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ (Pete Hegseth) ନୌସେନା ସଚିବ ଜନ୍ ଫେଲାନ୍‌ଙ୍କୁ (John Phelan) ତାଙ୍କ ପଦରୁ ବରଖାସ୍ତ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପେଣ୍ଟାଗନରେ ବିସ୍ଫୋରଣ – କାହିଁକି ବରଖାସ୍ତ ହେଲେ ନୌସେନା ସଚିବ? ଯେତେବେଳେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଚାଲିଥାଏ, ସେତେବେଳେ ସେନାବାହିନୀର ନେତୃତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ … Continue reading ଆମେରିକାରର ‘ପେଣ୍ଟାଗନ୍’ରେ ହଟଚମଟ || US Defense Secretary suddenly fired Navy Secretary John Phelan from his post.