ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆତ୍ମ-ପ୍ରତ୍ୟାବର୍ତ୍ତନ କରିବାକୁ କହିଲା ଆମେରିକା

US: ଗ୍ରୀନ୍ କାର୍ଡ ବାତିଲ, ଅସ୍ଥାୟୀ ୱାର୍କ ଭିସା ବିପଦରେ ଏବଂ ଏଆଇ ଟେକ୍ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ଦେଶାନ୍ତର ପାଇଁ ସ୍କ୍ରିନିଂ କରାଯାଇଥିଲା। ଆମେରିକାରେ ଏବେ ଅନେକ ଭାରତୀୟଙ୍କ ଏଭଳି ଅବସ୍ଥା ରହିଛି। କେବଳ ଏତିକି ନୁହେଁ। ଦୋକାନ ଚୋରି ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ସାମାନ୍ୟ ଉଲ୍ଲଂଘନ ଅଭିଯୋଗରେ ଆମେରିକା ଏବେ ଭାରତର ଅନେକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ରଦ୍ଦ କରୁଛି। ଭିସା ରଦ୍ଦ ହେବାର ୧୫ ଦିନ … Continue reading ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆତ୍ମ-ପ୍ରତ୍ୟାବର୍ତ୍ତନ କରିବାକୁ କହିଲା ଆମେରିକା