ଆପଣଙ୍କ ରୋଗ କହିବ ପରିସ୍ରା ରଙ୍ଗ; ଏହି କଲରର ୟୁରିନ୍ ଭାରି ସାଙ୍ଘାତିକ

Urine Color: ଆମ ଶରୀର କିଛି ରୋଗ ପୂର୍ବରୁ ଶରୀରରେ ଏହାର ପ୍ରାରମ୍ଭିକ ସୂଚନା ଦେଇଥାଏ। ତେବେ ପରିସ୍ରା ରଙ୍ଗରୁ ମଧ୍ୟ ଆପଣ ଜାଣିପାରିବେ ଆପଣଙ୍କୁ ହୋଇଛି କେଉଁ ରୋଗ?   ସୁସ୍ଥ ରହିବାକୁ ସମସ୍ତଙ୍କର ଇଚ୍ଛା କିନ୍ତୁ ଦୈନନ୍ଦିନ ଜୀବନରେ କୌଣସି ପରିବର୍ତ୍ତନ ବା ସଠିକ ଜୀବନଶୈଳୀ ନ ଆପଣେଇବା ଦ୍ୱାରା ଅନେକ ଲୋକ ରୋଗଗ୍ରସ୍ତ ହେବାର ଦେଖିବାକୁ ମିଳେ। ସେହିଭଳି ଆମ ଶରୀର କିଛି ରୋଗ ପୂର୍ବରୁ ଶରୀରରେ ଏହାର ପ୍ରାରମ୍ଭିକ ସୂଚନା ଦେଇଥାଏ। … Continue reading ଆପଣଙ୍କ ରୋଗ କହିବ ପରିସ୍ରା ରଙ୍ଗ; ଏହି କଲରର ୟୁରିନ୍ ଭାରି ସାଙ୍ଘାତିକ