ବାଘୁଣୀ ଜିନତକୁ ନେଇ ଅସନ୍ତୁଷ୍ଟ ମମତା ଓଡ଼ିଶାକୁ ଟାର୍ଗେଟ କଲେ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ବର୍ଷ ଡିସେମ୍ବର ୨୯ ତାରିଖରେ ପଶ୍ଚିମବଙ୍ଗର ବାଙ୍କୁରାର ଏକ ଜଙ୍ଗଲରୁ ଧରାପଡ଼ିଥିବା ବାଘୁଣୀ ଜିନତକୁ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟରେ ମହାବଳ ବାଘ ପ୍ରବେଶ କରିଥିବାରୁ ବଙ୍ଗଳାରେ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହି ସମୟରେ ପଶ୍ଚିମବଙ୍ଗର ୫ଟି ଜିଲ୍ଲାରେ ତାଲା ପଡ଼ିଥିଲା। ଲୋକମାନେ ଘରୁ ବାହାରି ପାରିନଥିଲେ ଏବଂ ସ୍କୁଲ ବନ୍ଦ ରଖିବାକୁ … Continue reading ବାଘୁଣୀ ଜିନତକୁ ନେଇ ଅସନ୍ତୁଷ୍ଟ ମମତା ଓଡ଼ିଶାକୁ ଟାର୍ଗେଟ କଲେ
Copy and paste this URL into your WordPress site to embed
Copy and paste this code into your site to embed