ଆମେରିକାର ସମ୍ବେଦନାବିହୀନ ପ୍ରତ୍ୟର୍ପଣକୁ ନେଇ ଲୋକସଭାରେ ତମ୍ବିତୋଫାନ

America: ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଯେଉଁଭଳି ଭାବେ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରାଯାଉଛି ତାହାକୁ ନେଇ ଉଦ୍ୟେଗ ପ୍ରକାଶ କରିଛନ୍ତି ବିରୋଧି ଦଳ । ଲୋକସଭାର ପ୍ରଶ୍ନୋତ୍ତର କାଳରେ ଏହାକୁ ନେଇ ସେମାନେ ଗୃହର ଧ୍ୟାନ ଆକର୍ଷଣ କରିଛନ୍ତି। ପ୍ରଶ୍ନୋତ୍ତର କାଳ ବନ୍ଦକରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀଙ୍କ ଦାବିକୁ ବାଚସ୍ପତି ସ୍ୱୀକାର ନ କରିବାରୁ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାଦ୍ୱାରା ଗୃହକାର୍ଯ୍ୟ ବାତିଲ ହେବାରୁ ବାଚସ୍ପତି ଗୋଟି ପ୍ରଶ୍ନ ପରେ ଗୃହକୁ ମୁଲତବୀ … Continue reading ଆମେରିକାର ସମ୍ବେଦନାବିହୀନ ପ୍ରତ୍ୟର୍ପଣକୁ ନେଇ ଲୋକସଭାରେ ତମ୍ବିତୋଫାନ