ଫିଟନେସ୍ ରିପୋର୍ଟକୁ ନେଇ ପାକିସ୍ତାନ କ୍ରିକେଟ ଟିମ୍ ରେ ହଇଚଇ ; ଆରମ୍ଭ ହେଲା ତଦନ୍ତ | Uproar Erupts in Pakistan Cricket Over Fitness Reports

ପାକିସ୍ତାନ କ୍ରିକେଟରେ ପୁଣି ଥରେ ଦଳ ଚୟନକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି । ସଦ୍ୟତମ ପ୍ରସଙ୍ଗ ପୂର୍ବତନ ଅଧିନାୟକ ବାବର ଆଜମ ଏବଂ ବ୍ୟାଟସମ୍ୟାନ୍ ଫଖର ଜମାନଙ୍କ ଫିଟନେସ୍ ଉପରେ ହୋଇଛି ମାହୋଲ ସରଗରମ । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମେଡିକାଲ୍ ପ୍ୟାନେଲ୍ ସନ୍ଦେହ କରୁଛି ଯେ ଟି-୨୦ ବିଶ୍ୱକପ୍ ସମୟରେ ଉଭୟ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ନଥିଲେ, ତଥାପି ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା । ଚୟନ ପ୍ରକ୍ରିୟା ଉପରେ ଉଠିଲା … Continue reading ଫିଟନେସ୍ ରିପୋର୍ଟକୁ ନେଇ ପାକିସ୍ତାନ କ୍ରିକେଟ ଟିମ୍ ରେ ହଇଚଇ ; ଆରମ୍ଭ ହେଲା ତଦନ୍ତ | Uproar Erupts in Pakistan Cricket Over Fitness Reports