କଠମୁଲ୍ଲା ଶବ୍ଦକୁ ନେଇ ଉତ୍ତରପ୍ରଦେଶରେ କାହିଁକି ଚାଲିଛି ପାଲା?
UP CM Yogi Adityanath Kathmulla Remark: ଉତ୍ତରପ୍ରଦେଶରେ ପୁଣିଥରେ ‘କାଠମୁଲ୍ଲା’ ଶବ୍ଦ ଚର୍ଚ୍ଚାରେ ରହିଛି। ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେମାନେ ନିଜ ପିଲାଙ୍କୁ ଇଂରାଜୀ ସ୍କୁଲରେ ପାଠ ପଢ଼ାଇବା ସହ ଅନ୍ୟମାନଙ୍କ ପିଲାଙ୍କୁ ଉର୍ଦ୍ଦୁ ପଢ଼ିବା ପାଇଁ ପ୍ରେରଣା ଦେବେ ବୋଲି ସେ କହିଛନ୍ତି। ସେମାନେ ସେମାନଙ୍କୁ ମୌଲବୀ, କାଠମୁଲ୍ଲା ହେବାକୁ ପ୍ରୋତ୍ସାହିତ କରିବେ। ଏହା ଅନ୍ୟାୟ। ଏହାକୁ ବରଦାସ୍ତ କରାଯିବ ନାହିଁ। ଜାଣନ୍ତୁ କାଠମୁଲ୍ଲା ଶବ୍ଦର … Continue reading କଠମୁଲ୍ଲା ଶବ୍ଦକୁ ନେଇ ଉତ୍ତରପ୍ରଦେଶରେ କାହିଁକି ଚାଲିଛି ପାଲା?
Copy and paste this URL into your WordPress site to embed
Copy and paste this code into your site to embed