‘Unstable administration’ in the Deputy Chief Minister’s office: Why are OAS officers unable to stand firm? || ଉପମୁଖ୍ୟମନ୍ତ୍ରୀଙ୍କ ଅଫିସରେ ‘ଅସ୍ଥିର ପ୍ରଶାସନ’: କାହିଁକି ତିଷ୍ଠି ପାରୁନାହାନ୍ତି ଓଏଏସ ଅଫିସର?

ଓଡ଼ିଶା ସଚିବାଳୟର ଲୋକସେବା ଭବନରେ ଏବେ ଏକ ଅଜବ ସ୍ଥିତି। ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାର୍ଯ୍ୟାଳୟରେ ଅଫିସରମାନଙ୍କର ‘ଆସିବା-ଯିବା’ ଖେଳ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ଅଫିସରଙ୍କୁ ଥରେ ନିଯୁକ୍ତି ମିଳୁଛି, କିଛିଦିନ ପରେ ସେଠାରୁ ତାଙ୍କର ବିଦାୟ ଘଣ୍ଟି ବାଜୁଛି। ଏହା ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ନା ଏହା ପଛରେ କୌଣସି ଗୁଢ଼ ରାଜନୈତିକ କାରଣ ରହିଛି?         … Continue reading ‘Unstable administration’ in the Deputy Chief Minister’s office: Why are OAS officers unable to stand firm? || ଉପମୁଖ୍ୟମନ୍ତ୍ରୀଙ୍କ ଅଫିସରେ ‘ଅସ୍ଥିର ପ୍ରଶାସନ’: କାହିଁକି ତିଷ୍ଠି ପାରୁନାହାନ୍ତି ଓଏଏସ ଅଫିସର?