ଓଡ଼ିଶା ପ୍ରଶାସନରେ ସୁପର-ବ୍ୟୁରୋକ୍ରାଟଙ୍କ ଅଦୃଶ୍ୟ ନିୟନ୍ତ୍ରଣ || Unprecedented control of super-bureaucrats in Odisha administration

ଆଜି ଆମେ ଓଡ଼ିଶା ରାଜନୀତି ଓ ପ୍ରଶାସନର ଏକ ଏପରି ଗୁପ୍ତ ଅଧ୍ୟାୟ ଖୋଲିବାକୁ ଯାଉଛୁ, ଯାହା ବିଷୟରେ ଚର୍ଚ୍ଚା ତ ସବୁଠି ହୁଏ, କିନ୍ତୁ ଖୋଲାଖୋଲି କହିବାକୁ ସମସ୍ତେ ସଙ୍କୋଚ କରନ୍ତି। ଗଣତନ୍ତ୍ରରେ ଜନସାଧାରଣ ନିଜ ପ୍ରତିନିଧିଙ୍କୁ ଭୋଟ୍ ଦେଇ ବିଧାନସଭା ଓ ସଚିବାଳୟକୁ ପଠାନ୍ତି। କିନ୍ତୁ ପ୍ରକୃତ କ୍ଷମତାର ଚାବି କାହା ହାତରେ ଥାଏ? ଜନତାଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କ ହାତରେ, ନା ନୀରବରେ ବସି ନୀତି ନିର୍ଦ୍ଧାରଣ କରୁଥିବା ଶୀର୍ଷ ଆଇ.ଏ.ଏସ୍. (IAS) … Continue reading ଓଡ଼ିଶା ପ୍ରଶାସନରେ ସୁପର-ବ୍ୟୁରୋକ୍ରାଟଙ୍କ ଅଦୃଶ୍ୟ ନିୟନ୍ତ୍ରଣ || Unprecedented control of super-bureaucrats in Odisha administration