ଅନାବଶ୍ୟକ ତଥା ମନଇଚ୍ଛା ଆଣ୍ଟିବାୟୋଟିକ୍ ଔଷଧ ସେବନ ଯୋଗୁଁ ସୃଷ୍ଟି ହେଉଥିବା ‘ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ’ ବା ଔଷଧ ପ୍ରତିରୋଧକ ସଙ୍କଟକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ତଥା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାଗଜ ପ୍ରେସକ୍ରିପସନ୍ ବଦଳରେ “ଡିଜିଟାଲ୍ ପ୍ରେସକ୍ରିପସନ୍” ବ୍ୟବସ୍ଥା ଲାଗୁ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ବ୍ୟବସ୍ଥା ଦ୍ୱାରା ଡାକ୍ତରମାନେ ରୋଗୀଙ୍କୁ … Continue reading ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ଲାଗିବ ରୋକ୍: ଲାଗୁ ହେବ ଡିଜିଟାଲ୍ ପ୍ରେସକ୍ରିପସନ୍ || Unnecessary use of antibiotics to be curbed: Digital prescription to be implemented
Copy and paste this URL into your WordPress site to embed
Copy and paste this code into your site to embed