Interesting facts about rath yatra ।। ରଥରେ ଏକା ଯାଆନ୍ତି ନାହିଁ ତିନି ଠାକୁର, ସାଙ୍ଗରେ ରୁହନ୍ତି ଏହି ଦେବାଦେବୀ

ଆଜି ପବିତ୍ର ବାହୁଡ଼ାଯାତ୍ରା ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି। ରଥଯାତ୍ରାରେ ପ୍ରଭୁ ଏକଲା ଯାଆନ୍ତି ନାହିଁ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ତାଳଧ୍ୱଜ … Continue reading Interesting facts about rath yatra ।। ରଥରେ ଏକା ଯାଆନ୍ତି ନାହିଁ ତିନି ଠାକୁର, ସାଙ୍ଗରେ ରୁହନ୍ତି ଏହି ଦେବାଦେବୀ