Unique world record for married couple who have been together for 83 years || ୮୩ ବର୍ଷରୁ ଏକାଠି ଥିବା ବିବାହିତ ଦମ୍ପତିଙ୍କ ଅନନ୍ୟ ବିଶ୍ୱ ରେକର୍ଡ

କୁହାଯାଏ ଯେ ବିବାହର ଜୋଡି ସ୍ୱର୍ଗରେ ତିଆରି ହୋଇଥାଏ, ଏବଂ ସେମାନଙ୍କ ସମ୍ପର୍କ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ଈଶ୍ୱରଙ୍କ ଭାଗ୍ୟରେ ଲେଖିଛନ୍ତି। ତଥାପି, ଆଜିକାଲି ସାଧାରଣତଃ ବିବାହ ଅତିବେଶୀରେ କେବଳ ୪୦-୫୦ବର୍ଷ ପର୍ଯ୍ୟନ୍ତ ରହିଥାଏ। କାରଣ ଏତେ ସମୟ ବିତିଗଲା ପରେ, ଜଣେ ବ୍ୟକ୍ତିଙ୍କ ବୟସ ୭୦-୮୦ ବର୍ଷ ହୋଇଯାଏ ଏବଂ ଏହି ବୟସ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ବଞ୍ଚିବା କଷ୍ଟକର। କିନ୍ତୁ ଏବେ ଫ୍ଲୋରିଡାର ମିଆମିରୁ ଏପରି ଏକ ବିବାହିତ ଦମ୍ପତି … Continue reading Unique world record for married couple who have been together for 83 years || ୮୩ ବର୍ଷରୁ ଏକାଠି ଥିବା ବିବାହିତ ଦମ୍ପତିଙ୍କ ଅନନ୍ୟ ବିଶ୍ୱ ରେକର୍ଡ