UnionBudget2026 ।। ଆସନ୍ତାକାଲି କେନ୍ଦ୍ର ବଜେଟ, ହାତକୁ ଆସିବ ଅଧିକ ଟଙ୍କା
ଦେଶର ସମସ୍ତ ନଜର ଏବେ ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର କ୍ରମାଗତ ନବମ ବଜେଟ ହେବ ଯାହା ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖାଯାଉଛି ।ଦେଶର ଅର୍ଥନୀତିକୁ ଅଧିକ ଶକ୍ତିଶାଳୀ କରିବା, ମଧ୍ୟବର୍ଗ ଓ ବେତନଭୋଗୀଙ୍କ ଉପରୁ ଆର୍ଥିକ ଚାପ କମାଇବା ଏବଂ ନିବେଶକୁ ପ୍ରୋତ୍ସାହନ … Continue reading UnionBudget2026 ।। ଆସନ୍ତାକାଲି କେନ୍ଦ୍ର ବଜେଟ, ହାତକୁ ଆସିବ ଅଧିକ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed