ଜେପିସି ରିପୋର୍ଟ ଆଧାରରେ ୱାକ୍ଫ ବିଲକୁ କ୍ୟାବିନେଟ ଅନୁମୋଦନ

Waqf Bill: ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ସରକାର ଏହି ବିଲ୍ ଆଣିବା ପାଇଁ ବାଟ ଖୋଲିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତିର ପଞ୍ଜୀକରଣକୁ ଶୃଙ୍ଖଳିତ କରିବା। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ସୁପାରିଶ କରାଯାଇଥିବା ପରିବର୍ତ୍ତନ ସହିତ ଫେବ୍ରୁଆରି ୧୯ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅପଡେଟ୍ ହୋଇଥିବା ୱାକଫ୍ (ସଂଶୋଧନ) ବିଲକୁ ଅନୁମୋଦନ ମିଳିଛି। ଏବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ … Continue reading ଜେପିସି ରିପୋର୍ଟ ଆଧାରରେ ୱାକ୍ଫ ବିଲକୁ କ୍ୟାବିନେଟ ଅନୁମୋଦନ