କାଞ୍ଜିବରମ ଶାଢ଼ୀ ପିନ୍ଧି ରେକର୍ଡ ୯ମ ଥର ପାଇଁ ବଜେଟ୍‍ ଉପସ୍ଥାପନ କଲେ ସୀତରମଣ

ସଂସଦରେ ଉପସ୍ଥାପନ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମଥର ପାଇଁ ଏହି ବଜେଟ୍‍କୁ ଉପସ୍ଥାପନ କରିଛନ୍ତି। ସେ ୨୦୧୯ରୁ କ୍ରମାଗତ ଭାବେ ଦେଶର ଆର୍ଥିକ ହିସାବ ନିକାଶ ଉପସ୍ଥାପନ କରି ଆସୁଛନ୍ତି। ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ ୯ମଥର ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି।  ଆଜି ବଜେଟ୍‍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିନ୍ଧିଥିବା କାଞ୍ଜିବରମ ଶାଢ଼ୀକୁ ନେଇ ବେଶ ଚର୍ଚ୍ଚା … Continue reading କାଞ୍ଜିବରମ ଶାଢ଼ୀ ପିନ୍ଧି ରେକର୍ଡ ୯ମ ଥର ପାଇଁ ବଜେଟ୍‍ ଉପସ୍ଥାପନ କଲେ ସୀତରମଣ