କିଏ ସବୁଠାରୁ ଅଧିକ ଥର ବଜେଟ ଉପସ୍ଥାପନ କରିଛି?

Budget 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଲଗାତାର ବଜେଟ ଉପସ୍ଥାପନରେ ରେକର୍ଡ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ବଜେଟ ଉପସ୍ଥାପନ କରି କ୍ରମାଗତ ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ ସୃଷ୍ଟି କରିବେ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ତାଙ୍କର କ୍ରମାଗତ ଅଷ୍ଟମ ବାର୍ଷିକ ଆର୍ଥିକ ବିବରଣୀ ହେବ, ଯାହା ଭାରତର ସଂସଦୀୟ ଇତିହାସରେ ଏକ ନୂଆ … Continue reading କିଏ ସବୁଠାରୁ ଅଧିକ ଥର ବଜେଟ ଉପସ୍ଥାପନ କରିଛି?