ଇଲେକ୍ଟ୍ରିକ୍ ହବ୍ ହେବା ପାଇଁ ଭାରତର ସ୍ୱପ୍ନରେ କେତେ ଅଛି ଦମ୍? ଚୀନ୍ ସମ୍ମୁଖରେ ଭାରତ ତିଷ୍ଟିବ କି?

Budget 2025:ବିଶେଷ କରି ସେମିକଣ୍ଡକ୍ଟର ବଜେଟରେ ୮୩% ବୃଦ୍ଧି ସହ ୨୦୨୫ ବଜେଟରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ବଡ଼ ଘୋଷଣା କରାଯାଇଛି। ତେବେ ଚୀନର ସେମିକଣ୍ଡକ୍ଟର ବଜେଟ୍‍ ଭାରତ ତୁଳନାରେ ବହୁତ ଅଧିକ। ତଥାପି ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଭାରତ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷର ବଜେଟରେ ଇଲେକ୍ଟ୍ରୋନିକ୍ … Continue reading ଇଲେକ୍ଟ୍ରିକ୍ ହବ୍ ହେବା ପାଇଁ ଭାରତର ସ୍ୱପ୍ନରେ କେତେ ଅଛି ଦମ୍? ଚୀନ୍ ସମ୍ମୁଖରେ ଭାରତ ତିଷ୍ଟିବ କି?