ସଂସଦର ସବୁଠାରୁ ଲମ୍ବା ଓ କ୍ଷୁଦ୍ର ବଜେଟ ଭାଷଣ
Budget 2025 : ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଅଷ୍ଟମ ବଜେଟ ଉପସ୍ଥାପନ କରିବେ। ଜାଣନ୍ତୁ ସଂସଦରେ ସବୁଠାରୁ ଲମ୍ବା ଓ କ୍ଷୁଦ୍ର ବଜେଟ ଅଭିଭାଷଣ କାହାର ଥିଲା ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର ଅଷ୍ଟମ ବଜେଟ ଉପସ୍ଥାପନା ହେବ, ଏହା ପୂର୍ବରୁ ସେ ଏକ ଅନ୍ତରୀଣ ଏବଂ ଛଅଟି ନିୟମିତ ବଜେଟ ଉପସ୍ଥାପନ କରିଛନ୍ତି। ମୋରାରଜୀ ଦେଶାଇ କ୍ରମାଗତ ୬ଟି ବଜେଟ … Continue reading ସଂସଦର ସବୁଠାରୁ ଲମ୍ବା ଓ କ୍ଷୁଦ୍ର ବଜେଟ ଭାଷଣ
Copy and paste this URL into your WordPress site to embed
Copy and paste this code into your site to embed