କେନ୍ଦ୍ର ବଜେଟରେ ସରକାରୀ ଋଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇପାରେ: ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟ

Budget 2025: ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତ ବର୍ତ୍ତମାନ ଉଚ୍ଚ ସ୍ତରର ସରକାରୀ ଋଣ ଏବଂ ବିତ୍ତୀୟ ନିଅଣ୍ଟ ପାଇଁ ଉଭା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ଉପସ୍ଥାପିତ କରିବାକୁ ଥିବା କେନ୍ଦ୍ର ବଜେଟ୍ ୨୦୨୫ରେ ଅଭିବୃଦ୍ଧି ଓ ବିତ୍ତୀୟ ଶୃଙ୍ଖଳାକୁ ସନ୍ତୁଳିତ କରିବାର ଚ୍ୟାଲେଞ୍ଜ ରହିଛି ବୋଲି ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟରେ କୁହାଯାଇଛି। କାରଣ ଅନ୍ୟ ଉଦୀୟମାନ ବଜାର ତୁଳନାରେ ଭାରତ ଏବେ ଉଚ୍ଚ ସ୍ତରର ସରକାରୀ ଋଣ ଓ ବିତ୍ତୀୟ … Continue reading କେନ୍ଦ୍ର ବଜେଟରେ ସରକାରୀ ଋଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇପାରେ: ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟ