ୟୁନିସେଫର ନୂଆ ତଥ୍ୟ – ମାତୃ ମୃତ୍ୟୁହାର ହ୍ରାସ ଚିନ୍ତାଜନକ

Maternal Mortality : Trends in Maternal Mortality 2000 to 2023′ ଶୀର୍ଷକ ୟୁନିସେଫ ରିପୋର୍ଟର ସଦ୍ୟତମ ଅନୁସନ୍ଧାନରୁ ଜଣାପଡିଛି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ମାତୃ ମୃତ୍ୟୁ ହାର ହ୍ରାସ ପାଇବାରେ ଚିନ୍ତାଜନକ ହ୍ରାସ ଘଟିଛି। ୨୦୧୬ ପରଠାରୁ ବିଶ୍ବରେ ମାତୃ ମୃତ୍ୟୁ ହାର (ଏମ୍ଏମ୍ଆର୍) ବାର୍ଷିକ ମାତ୍ର ୧.୫ ପ୍ରତିଶତ ହ୍ରାସ ପାଇଛି। ୟୁନିସେଫ୍, ୟୁଏନ୍ଏଫ୍ପିଏ, ଡବ୍ଲ୍ୟୁଏଚ୍ଓ, ବିଶ୍ୱବ୍ୟାଙ୍କ ଗ୍ରୁପ୍ ଏବଂ ଜାତିସଂଘ ଜନସଂଖ୍ୟା ବିଭାଗକୁ ନେଇ ଗଠିତ ମିଳିତ ଜାତିସଂଘ ମାତୃ ମୃତ୍ୟୁ … Continue reading ୟୁନିସେଫର ନୂଆ ତଥ୍ୟ – ମାତୃ ମୃତ୍ୟୁହାର ହ୍ରାସ ଚିନ୍ତାଜନକ