ଭାରତର ‘ଅକଳ୍ପନୀୟ’ ଆକ୍ରମଣର ତିନି ସଂକେତକୁ ବୁଝନ୍ତୁ

କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ଲୋକଙ୍କର ୧୩ତମ ଦିବସ ପାଳନ ହୋଇଛି। ହିନ୍ଦୁ ଧର୍ମରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି। ପହଲଗାମରେ ନିହତ ୨୬ ନିରୀହ ଲୋକଙ୍କ ମଧ୍ୟରେ ୨୫ ଜଣ ହିନ୍ଦୁ ଥିଲେ। ଭାରତୀୟ ସଶସ୍ତ୍ର ବାହିନୀ ଓ ସରକାରଙ୍କ ତରଫରୁ ମିଳୁଥିବା ସଙ୍କେତରୁ ଜଣାପଡ଼ୁଛି ଯେ ପହଲଗାମର ଦୋଷୀମାନଙ୍କୁ ଓ ସେମାନଙ୍କ ମୁଖ୍ୟମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ଯେ କୌଣସି ସମୟରେ ଏହାର … Continue reading ଭାରତର ‘ଅକଳ୍ପନୀୟ’ ଆକ୍ରମଣର ତିନି ସଂକେତକୁ ବୁଝନ୍ତୁ