ପହଲଗାମ ଆତଙ୍କବାଦୀ ଆକ୍ରମଣ: ଦୃଢ଼ ନିନ୍ଦା କଲା ଜାତିସଂଘ ସୁରକ୍ଷା ପରିଷଦ

UNSC: ୟୁଏନଏସସି ଶୁକ୍ରବାର ଏକ ପ୍ରେସ ବିବୃତି ଜାରି କରିଛି ଯେଉଁଥିରେ ଏହା ଦୋହରାଇଛି ଯେ ସମସ୍ତ ପ୍ରକାରର ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ଗମ୍ଭୀର ବିପଦ । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ କଠୋର ଶବ୍ଦରେ ନିନ୍ଦା କରିବା ସହ ଆତଙ୍କବାଦର ଏହି ନିନ୍ଦନୀୟ କାର୍ଯ୍ୟର ଅପରାଧୀ, ଆୟୋଜକ ଏବଂ ପ୍ରାୟୋଜକମାନଙ୍କୁ ଉତ୍ତରଦାୟୀ କରିବା ଏବଂ ସେମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। … Continue reading ପହଲଗାମ ଆତଙ୍କବାଦୀ ଆକ୍ରମଣ: ଦୃଢ଼ ନିନ୍ଦା କଲା ଜାତିସଂଘ ସୁରକ୍ଷା ପରିଷଦ