ଜେଲେନେସ୍କିଙ୍କୁ ମସ୍କଙ୍କ ଧମକ ‘ମୁଁ ରିମୋଟ୍ ଚିପିଲେ ୟୁକ୍ରେନରେ ସବୁ ବରବାଦ ହେଇଯିବ’

Elon Musk: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୟୁକ୍ରେନକୁ ଧମକ ଦେଇ କହିଛନ୍ତି ଯେ ଯଦି ସେ ତାଙ୍କ ରିମୋଟ୍ ଚିପିବେ ତେବେ ୟୁକ୍ରେନରେ ସବୁ ବରବାଦ ହେଇଯିବ । ଆଗରୁ ରାଷ୍ଟ୍ରପତି ଟ୍ରମ୍ପ ଜେଲେନେସ୍କିଙ୍କୁ ଜୋରଜବରଦସ୍ତ ଆଲୋଚନା ଟେବୁଲ ଉପରକୁ ଆଣିବାକୁ ଧମକ ଦେଉଥିଲେ । ଏବେ ଏଲନ ମସ୍କ ଧମକ ଦେବା ଆରମ୍ଭ କଲେଣି । ତେବେ ପ୍ରଶ୍ନ ହେଲା ମସ୍କଙ୍କ ପାଖରେ ଏମିତି କ’ଣ ଅଛି.,ଯାହାକୁ ନେଇ ଜେଲେନେସ୍କିଙ୍କୁ ଧମକ … Continue reading ଜେଲେନେସ୍କିଙ୍କୁ ମସ୍କଙ୍କ ଧମକ ‘ମୁଁ ରିମୋଟ୍ ଚିପିଲେ ୟୁକ୍ରେନରେ ସବୁ ବରବାଦ ହେଇଯିବ’