୭,୬୪୦ କୋଟି ଟଙ୍କାର ଆୟ ଉପରେ ଟିକସ ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର
Sukesh Chandrasekhar: କୋଟି କୋଟି ଟଙ୍କା ଠକେଇ ମାମଲାରେ ଗତ ୯ ବର୍ଷ ଧରି ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ନିଜର ଆୟ ପ୍ରକାଶ କରିବା ସହ ହଜାର ହଜାର କୋଟି ଟଙ୍କା ଟିକସ ଆକାରରେ ଜମା କରିବାକୁ ଅନୁମତି ମାଗିଥିଲେ। ୨୦୨୪-୨୫ରେ ତାଙ୍କ କମ୍ପାନି ବିଶ୍ୱସ୍ତରରେ ୨୨,୪୧୦ କୋଟି ଟଙ୍କା, ବ୍ୟକ୍ତିଗତ ଆୟ ୭,୬୪୦ କୋଟି ଟଙ୍କା ଏବଂ ସେ ଟିକସ ଦେବାକୁ ଚାହୁଁଛନ୍ତି ବୋଲି … Continue reading ୭,୬୪୦ କୋଟି ଟଙ୍କାର ଆୟ ଉପରେ ଟିକସ ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର
Copy and paste this URL into your WordPress site to embed
Copy and paste this code into your site to embed