UK family to file case against Air India, Boeing for more compensation! ।। ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଅଧିକ କ୍ଷତିପୂରଣ ପାଇଁ ଏୟାର ଇଣ୍ଡିଆ, ବୋଇଂ ବିରୁଦ୍ଧରେ ୟୁକେ ପରିବାର ରୁଜୁ କରିବେ ମାମଲା !

ଜୁନ ୧୨ ତାରିଖ ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ (AI 171) ବିନାମ ଦୁର୍ଘଟଣାରେ ବ୍ରିଟେନର ଆନେକ ନାଗରିକ ମୃତ୍ୟୁବରଣ କରିଥିଲେ। ଏବେ ସେହି ୟୁକେ ସ୍ଥିତ ପୀଡିତ ପରିବାର କ୍ଷତିପୂରଣ ପାଇଁ ଏୟାରଲାଇନ୍ସ ଏବଂ ବିମାନ ନିର୍ମାତା ବୋଇଂ ବିରୁଦ୍ଧରେ ୟୁକେ କୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା, ସୂତ୍ରରୁ ଜଣାପଡ଼ିଛି। ଲଣ୍ଡନ ଯାଉଥିବା ବୋଇଂ 787 ଡ୍ରିମଲାଇନରରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଛାଡି … Continue reading UK family to file case against Air India, Boeing for more compensation! ।। ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଅଧିକ କ୍ଷତିପୂରଣ ପାଇଁ ଏୟାର ଇଣ୍ଡିଆ, ବୋଇଂ ବିରୁଦ୍ଧରେ ୟୁକେ ପରିବାର ରୁଜୁ କରିବେ ମାମଲା !