UGC inspection team report: KIIT University is responsible for student suicide ।। ୟୁଜିସିଙ୍କ ଯାଞ୍ଚ ଟିମ୍ ରିପୋର୍ଟ : ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ

ଚଳିତ ବର୍ଷ ଦୁଇଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ‘ଅବୈଧ ଓ ବେଆଇନ କାର୍ଯ୍ୟ’ ଛାତ୍ରୀଙ୍କ ମୃତ୍ୟୁରେ ପ୍ରମୁଖ ଭୂମିକା ନେଇଥିଲା । ଯୌନ ଉତ୍ପୀଡ଼ନ ମାମଲାରେ ବେଆଇନ ବୁଝାମଣା, ନିମ୍ନମାନର ସୁବିଧା ଓ ପ୍ରଶାସନିକ ବିଫଳତା ହିଁ ‘ଅପରାଧ’ ସହ ସମାନ । କିଟ୍ କର୍ତ୍ତୃପକ୍ଷ ଦେଶର ଆଇନକାନୁନ ଓ ଆନ୍ତର୍ଜାତିକ ସମ୍ବନ୍ଧକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ନିଜ ଅନୁଷ୍ଠାନ ଗାରିମାକୁ ଗୁରୁତ୍ୱ ଦେଇଥିଲେ । … Continue reading UGC inspection team report: KIIT University is responsible for student suicide ।। ୟୁଜିସିଙ୍କ ଯାଞ୍ଚ ଟିମ୍ ରିପୋର୍ଟ : ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ହିଁ ଦାୟୀ