ଆସିଲା ଉବର, ଓଲାର ନୂଆ ପ୍ରତିଦ୍ୱନ୍ଦ୍ୱୀ : ‘ସହକାର ଟ୍ୟାକ୍ସି’

Sahkar Taxi: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଘୋଷଣା କରିଛନ୍ତି ଯେ, ଡ୍ରାଇଭରମାନଙ୍କୁ ସିଧାସଳଖ ଉପକୃତ କରିବା ପାଇଁ ସରକାର ସମବାୟ ଭିତ୍ତିକ ରାଇଡ୍ ହେଲିଂ ସେବା ‘ସହକାର ଟ୍ୟାକ୍ସି’ ଆରମ୍ଭ କରିବାକୁ ଯାଉଛନ୍ତି। ଓଲା ଏବଂ ଉବର ଭଳି ଆପ୍ ଭିତ୍ତିକ ସେବାକୁ ଆଧାର କରି ପ୍ରସ୍ତୁତ ଏହି ପଦକ୍ଷେପ ଦ୍ୱାରା ସମବାୟ ସମିତିଗୁଡ଼ିକ ଡ୍ରାଇଭରଙ୍କ ରୋଜଗାରରୁ କୌଣସି ହ୍ରାସ ନ କରି ଦୁଇ ଚକିଆ ଯାନ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ … Continue reading ଆସିଲା ଉବର, ଓଲାର ନୂଆ ପ୍ରତିଦ୍ୱନ୍ଦ୍ୱୀ : ‘ସହକାର ଟ୍ୟାକ୍ସି’