ଏହି ଲକ୍ଷଣ ଥିଲେ ହୋଇପାରେ ମଧୁମେହ

Types of Diabetes: ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ରୋଗ ପାଲଟିଗଲାଣି। ଏହି ରୋଗ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରୁଛି । ତେବେ ମଧୁମେହର ମୁଖ୍ୟ କାରଣ ହେଲା ପରିବର୍ତ୍ତିତ ଖାଦ୍ୟପେୟ ଓ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା। ଏକ ଗବେଷଣାରୁ ଜଣାପଡିଛି ଭାରତରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି। ସେଥିମଧ୍ୟରୁ ଭାରତର ୫ ପ୍ରତିଶତ ଲୋକ ଏହି ସାଙ୍ଘାତିକ ରୋଗରେ ପୀଡିତ। ତେବେ ଅନେକ ଲୋକଙ୍କ ପାଖରେ ମଧୁମେହ ସମ୍ବନ୍ଧରେ କମ ଜ୍ଞାନ, … Continue reading ଏହି ଲକ୍ଷଣ ଥିଲେ ହୋଇପାରେ ମଧୁମେହ