ୱେଭ୍ସ-୨୦୨୫ ପାଇଁ ଓଡ଼ିଶାର ଦୁଇ ଯୁବ ପ୍ରତିଭା ମନୋନୀତ

WAVES: ଏହି ପ୍ରତିଯୋଗିତାରେ ଦେଶର ଆନିମେସନ୍ ଏବଂ ଭିଏଫଏକ୍ସ ଶିଳ୍ପର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ଆଶା କରାଯାଉଛି; ଶ୍ରେଷ୍ଠ ୩ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଆସନ୍ତା ମେ’ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ-୨୦୨୫)ରେ ଭାଗ ନେବା ପାଇଁ ଓଡ଼ିଶାର ଦୁଇ ଜଣ ଯୁବ ପ୍ରତିଭା ମନୋନୀତ ହୋଇଛନ୍ତି। ଭାରତର ଉଦୀୟମାନ ସୃଜନଶୀଳ ପ୍ରତିଭାଙ୍କ ପାଇଁ … Continue reading ୱେଭ୍ସ-୨୦୨୫ ପାଇଁ ଓଡ଼ିଶାର ଦୁଇ ଯୁବ ପ୍ରତିଭା ମନୋନୀତ