ନିୟନ୍ତ୍ରଣ ରେଖା ନିକଟରେ ଜମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସଫଳ ଅନୁପ୍ରବେଶ ବିରୋଧୀ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନାର ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଅପରେସନ ଶିବଶକ୍ତି ଅଧୀନରେ ଏନ୍କାଉଣ୍ଟର କରାଯାଇ ନିପାତ କରାଯାଇଛି । ଭାରତୀୟ ସୈନ୍ୟମାନେ ନିୟନ୍ତ୍ରଣ ରେଖା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା … Continue reading Two terrorists killed in J&K’s Poonch under Indian Army’s Operation ShivShakti ।। ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ, ଦୁଇଦିନରେ ୫ ଆତଙ୍କବାଦୀ ସଫା
Copy and paste this URL into your WordPress site to embed
Copy and paste this code into your site to embed